Breaking PLUSଓଡ଼ିଶାମୁଖ୍ୟ ଖବର

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, 4 ଅଟକ

ଭୁବନେଶ୍ୱର, 20 ଜାନୁୟାରୀ- ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସୀମାନ୍ତ ନଙ୍ଗଲବୋର୍ଡ଼ ଅଞ୍ଚଳରୁ ଏକ ବିରାଟକାୟ ବଜ୍ରକାପ୍ତା ଉଦ୍ଧାର ହୋଇଛି l ବିଶ୍ୱସ୍ତ ସୂତ୍ରରୁ ବନବିଭାଗ ଖବର ପାଇ ନଙ୍ଗଲବୋର୍ଡ଼ ଅଞ୍ଚଳରେ ଛତିଶଗଡର ସୀତା ନଦୀ ଟାଇଗର ଫରେଷ୍ଟ ଏବଂ ସିନାପାଲି ବନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରି ଜବତ କରାଯାଇଥିଲା । ଚଢାଉ ସମୟରେ ଜୀବନ୍ତ ବଜ୍ରକାପ୍ତା ଜବତ ହୋଇଛି ଯାହାର ଓଜନ 12 କେଜିରୁ ଅଧିକ ଥିବା ସୂଚନା ମିଳିଛି । ଏଥିରେ 4ଜଣଙ୍କୁ ଅଟକ ରଖି ବନବିଭାଗ ଅଧିକ ତଦନ୍ତ ଚଳାଇବା ଥିବା ସିନାପାଲି ବନ ବିଭାଗ ସୂଚନା ଦେଇଛି ।

Show More

Related Articles

Back to top button