Breaking PLUSଦେଶ ବିଦେଶମୁଖ୍ୟ ଖବର

ଲିଓନେଲ ମେସି ବଜାୟ ରଖିଲେ ଫିଫାର ସର୍ବଶ୍ରେଷ୍ଠ ପୁରୁଷ ଖେଳାଳି ପୁରସ୍କାର

ଲଣ୍ଡନ- ଆର୍ଜେଣ୍ଟିନା ସୁପରଷ୍ଟାର ଲିସନେଲ ମେସି ବେଲନ ଡି’ଆରର ଟାଇଟେଲ ହାତେଇବା ପରେ ଦୁଇମାସ ପରେ ସୋମବାର ସର୍ବଶ୍ରେଷ୍ଠ ଫିଫା ପୁରୁଷ ଖେଳାଳି ପୁରସ୍କାର ବଜାୟ ରଖିଛନ୍ତି ।
36ବର୍ଷୀୟ ମେସି ଲଣ୍ଡନରେ ଆୟୋଜିତ ସମାରୋହରେ ଅନୁପସ୍ଥିତ ଥିଲେ । ପେପ ଗାର୍ଡିୟୋଲା ଯିଏକି ବାର୍ସିଲୋନାରେ ମେସିଙ୍କୁ ଟ୍ରେନିଂ ଦେଇଥିଲେ ସେ ସର୍ବଶ୍ରେଷ୍ଠ କୋଚ ଟ୍ରଫି ଗ୍ରହଣ କରିଥିଲେ ।
ଗତ ସିଜନରେ ସ୍ପେନର ଗୁଆର୍ଡିଓଲା ମଞ୍ଚେଷ୍ଟର ସିଟିକୁ ପ୍ରିମିୟର ଲିଗ୍ ଟାଇଟଲ୍, ଏଫଏ କପ୍ ଏବଂ ପ୍ରଥମ ଚାମ୍ପିଅନ୍ସ ଲିଗ୍ ଟାଇଟଲ ହାତେଇଥିଲା ।

Show More

Related Articles

Back to top button