ରାଶିଫଳ

ଆସନ୍ତୁ ଜାଣିବା କେମିତି କାଟିବା ଆଜିର ଦିନଟି

ରାଶିଫଳ-

ମେଷ: ଆପଣଙ୍କ ଉଦାର ସ୍ବଭାବ ଲୋକମାନଙ୍କୁ ପ୍ରଭାବିତ କରିପାରେ। ଆମଦାନି ପାଇଁ ନୂଆ ପଥ ଖୋଲିବ। ବୈବାହିକ ଜୀବନ ସୁଖକର ହେବ।

ବୃଷ: ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ଘରକୁ ବନ୍ଧୁଙ୍କର ଆଗମନ ହୋଇପାରେ। ବ୍ୟବସାୟରେ ନୂଆ ସମ୍ଭାବନା ତଲାସ କରିବେ।

ମିଥୁନ: ବହୁ ଦିନର ଇଚ୍ଛା ପୂର୍ତ୍ତି ହୋଇପାରେ। ଭଲ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବେ। ବ୍ୟବସାୟରେ ଧନଲାଭ ହେବ। ନୂଆ ସାମଗ୍ରୀ କିଣି ପାରନ୍ତି।

କର୍କଟ: ରାଜନୀତିରେ ଅଧିକ ସମୟ ଧରି ଚିନ୍ତିତ ରହିବେ। ନୂଆ ଲୋକଙ୍କ ସହିତ ଆପଣଙ୍କର ସ˚ପର୍କ ହେବ। ସୃଜନଶୀଳ କବିଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ।

ସି˚ହ: ଆମଦାନି ଲାଗି ନୂଆ ସୁଯୋଗ ପାଇବେ। ରାଜନୀତିରେ ଆର୍ଥିକ ଲାଭ ହେବ। ଜୀବନସାଥୀଙ୍କୁ ଦାମିକା ଜିନିଷ ଉପହାର ଦେଇପାରନ୍ତି।

କନ୍ୟା: ପରିବାର ଲୋକଙ୍କ ସ୍ନେହ ଓ ସହଯୋଗ ପାଇବେ। ଆପଣଙ୍କ ଶକ୍ତିକୁ ଠିକ୍‌ ଦିଗରେ ଲଗାନ୍ତୁ। ଆର୍ଥିକ ମାମଲାରେ ଉନ୍ନତିର ନୂଆ ମାର୍ଗ ଖୋଲିବ।

ତୁଳା: ବ୍ୟକ୍ତିଗତ କାମରେ ଭାଇ ଭଉଣୀଙ୍କ ସାହାଯ୍ୟ ପାଇବେ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ ରହିବ।

ବିଛା: ସ୍ବପ୍ନର ଦୁନିଆରେ ବିଚରଣ କରିବେ। ବେପାର ସମ୍ବନ୍ଧରେ ଭଲ ଖବର ପାଇବେ। ସହକର୍ମୀଙ୍କ ସାହାଯ୍ୟରେ କୌଣସି ଯୋଜନା ସଫଳ ହେବ।

ଧନୁ: ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କର ଉତ୍ସାହ ବଢ଼ାଇବ। ଅଫିସ କାମରେ ସ˚ପୂର୍ଣ୍ଣରୂପେ ସଫଳ ହେବେ। ପରିବାରରେ ସୁଖ ଶାନ୍ତି ବଢ଼ିବ।

ମକର: ବେପାରରେ ଆଶାଜନକ ଲାଭ ପାଇବେ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରି ଅସଫଳ ହେବେ। ଚାକିରି ପାଇଁ ଇଣ୍ଟର୍‍ଭ୍ୟୁର ଖବର ଆସିବ।

କୁମ୍ଭ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ପାରିବାରିକ ଅଶାନ୍ତି ନିବାରଣ ହେବ। ଧନଲାଭର ନୂଆ ରାସ୍ତା ଦୃଷ୍ଟିଗୋଚର ହେବ। ଛାତ୍ରଙ୍କୁ ସହପାଠୀଙ୍କ ସାହାଯ୍ୟ ମିଳିବ।

ମୀନ: ଆପଣଙ୍କ ଆଖପାଖର ପରିବେଶ ଆନନ୍ଦଦାୟକ ରହିବ। କୌଣସି ବଡ଼ ଫଇସଲା ନେବାରେ ନିବୃତ୍ତ ରୁହନ୍ତୁ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ।

Show More

Related Articles

Back to top button