ରାଶିଫଳ

ଆସନ୍ତୁ ଜାଣିବା କେମିତି କାଟିବା ଆଜିର ଦିନଟି

ରାଶିଫଳ-

ମେଷ: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଇ˚ଜିନିୟରଙ୍କ ଲାଗି ଭଲ ଅବସର ଆସିବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ଭଲରେ ସମୟ ଅତିବାହିତ କରିବେ।

ବୃଷ: ଆଧୢାତ୍ମିକ ଭାବନାରେ ସମୟ ବିତିବ। ବଡ଼ଙ୍କ ପ୍ରତି ବ୍ୟବହାର ଭଲ ରହିବ। ସଙ୍ଗୀତ କଳା କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଭଲ ଦିନଟିଏ।

ମିଥୁନ: ମନରେ ନୂଆ ନୂଆ ବିଚାର ଆସିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଦାମ୍ପତ୍ୟ ଜୀବନରେ ନିବିଡ଼ତା ବଢ଼ିବ।

କର୍କଟ: ଜରୁରୀ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ଆୟ ବ୍ୟୟରେ ସନ୍ତୁଳନ ବଜାୟ ରହିବ। ବିବାହିତଙ୍କ ଲାଗି ଭଲ ଦିନଟିଏ।

ସି˚ହ: ସଫଳତାର ନୂଆ ପାହାଚରେ ପାଦ ରଖିବେ। ବ୍ୟବସାୟରେ ପୁଞ୍ଜି ଲଗାଇ ପାରନ୍ତି। ଅଫିସରେ କୌଣସି କାମରେ ଲାଗି ରହିଥିବା ବାଧା ଦୂର ହେବ।

କନ୍ୟା: ଆପଣଙ୍କ ସ୍ବଭାବ ଶାନ୍ତ ଓ ବ୍ୟବହାର ମିଷ୍ଟ ରହିବ। ଧାର୍ମିକ କାର୍ଯ୍ୟରେ ଆସ୍ଥା ବଢ଼ିବ। ଅଫିସରେ କିଛି ସହକର୍ମୀ ଆପଣଙ୍କ କାମକୁ ବିରୋଧ କରିବେ।

ତୁଳା: ପରିଶ୍ରମ କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ। ଭାଗ୍ୟ ଆପଣଙ୍କୁ ସାଥ ଦେବ। ଚାକିରିଜୀବୀ ଆଶା କରୁଥିବା ଅଞ୍ଚଳକୁ ବଦଳି ହୋଇପାରନ୍ତି।

ବିଛା: ନୂଆ କାମରେ ଆଗ୍ରହ ବଢ଼ିବ। ବନ୍ଧୁମାନଙ୍କ ସହିତ ଏକମତ ହୋଇ କାମ କରନ୍ତୁ, ଲାଭ ହେବ। ଅପବ୍ୟୟ କମ୍‌ କରିବାକୁ ଚେଷ୍ଟା କରନ୍ତୁ।

ଧନୁ: ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ଅଫିସରେ ନୂଆ କାମର ଦାୟିତ୍ବ ପାଇବେ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।

ମକର: ସାରା ଦିନ ଆପଣ ନୂଆ ଶକ୍ତିରେ ପରିପୂର୍ଣ୍ଣ ରହିବେ। ଅଧିକ ସମୟ ପରିବାର ସହିତ ଅତିବାହିତ କରିବେ। ବ୍ୟବସାୟ କାମରେ ବାହାରକୁ ଯାଇପାରନ୍ତି।

କୁମ୍ଭ: ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ବ୍ୟବସାୟରେ ଯୋଜନା ତିଆରି କରିବାରେ ବ୍ୟସ୍ତ ରହିବେ। ଦାମ୍ପତ୍ୟ ସମ୍ବନ୍ଧରେ ମିଷ୍ଟତା ଭରି ରହିବ।

ମୀନ: ଆପଣଙ୍କ ପିଲା ଆପଣଙ୍କ ବେପାରରେ ପୂରା ସହଯୋଗ କରିବେ। ଓକିଲଙ୍କୁ ବଡ଼ ମକଦ୍ଦମାରେ ବିଜୟ ହାସଲ ହେବ। ପାରିବାରିକ ଜୀବନ ସୁଖମୟ ହେବ।

Show More

Related Articles

Back to top button