Breaking PLUSଦେଶମୁଖ୍ୟ ଖବର

ଲଦ୍ଦାଖରେ 3.4 ତୀବ୍ରତାର ଭୂକମ୍ପ

ଲଦ୍ଦାଖ-ଲଦ୍ଦାଖରେ ଶନିବାର ସକାଳେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା କମ୍ କାରଣରୁ କୌଣସି କ୍ଷୟକ୍ଷତି ହୋଇନାହିଁ ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ ସକାଳ 8.25 ମିନିଟ ସମୟରେ ଲଦ୍ଦାଖରେ ରିକ୍ଟର ସ୍କେଲରେ 3.4 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । 10 କିଲୋମିଟର ଗଭୀରରେ ଏହାର କେନ୍ଦ୍ର ଥିଲା । ଯାହାର ଅକ୍ଷାଂଶ 35.44 ଓ ଲମ୍ବ 77.36 ଅଟେ ।

Show More

Related Articles

Back to top button