Breaking PLUSଦେଶ ବିଦେଶମୁଖ୍ୟ ଖବର

ଆଜିଠାରୁ ଆରମ୍ଭ ହେବ କୋଭିସିଲ୍ଡର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ

ଅକ୍ସଫୋର୍ଡ ୟୁନିର୍ଭସିଟି ଏବଂ ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ପୁନେରେ ବିକଶିତ କୋଭିସିଲ୍ଡର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆଜିଠାରୁ ଆରମ୍ଭ ହେବ । ପୁଣେର ସାସୁନ ଜେନାଲ ହସ୍ପିଟାଲରେ ଏହି ଟିକାର ପରୀକ୍ଷଣ କରାଯିବ । ଏନେଇ ହସ୍ପିଟାଲର ଡିନ୍ ଡକ୍ଟର ମୁରଲୀଧର ତାମ୍ବେ ସୂଚନା ଦେଇଛନ୍ତି।

ଏହି ପରୀକ୍ଷଣରେ ଅଂଶଗ୍ରହଣ କରିବା ଲାଗି ବହୁ ସ୍ୱେଚ୍ଛାସେବୀ ନାମ ପଂଜୀକରଣ କରିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ପ୍ରାୟ ଦେଢ଼ ଶହରୁ ୨ଶହ ବ୍ୟକ୍ତି ଏହି ପରୀକ୍ଷଣରେ ସାମିଲ ହେବେ । ଶନିବାରଠାରୁ ଏଥିଲାଗି ପଂଜୀକରଣ ଆରମ୍ଭ ହୋଇଥିବା ବେଳେ ଆଜିଠାରୁ ଏହି ଟିକାର ପରୀକ୍ଷଣ ଆରମ୍ଭ ହେବ । ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଭାରତୀୟ ବିଦ୍ୟା ଫିଟ୍ ଓ କେଇଏମ୍ ମେଡିକାଲ କଲେଜରେ କରାଯାଇଥିଲା ।

Show More

Related Articles

Back to top button