Breaking PLUSଓଡ଼ିଶାମୁଖ୍ୟ ଖବର

ଯୋଡିମାଦେଲି ଘାଟି ତଳକୁ ଖସିଲା କାର, 3ମୃତ

ଭୁବନେଶ୍ୱର, 15 ନଭେମ୍ବର – କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଯୋଡିମାଦେଲି ଘାଟିରେ ଦୁର୍ଘଟଣା । ଘାଟିରୁ ତଳକୁ ଖସିଲା କାର। ଏହି କାରରେ 4ଜଣ ଯାଉଥିବା ବେଳେ ଦୁର୍ଘଟଣାରେ 3ଜଣଙ୍କର ମୃତ୍ୟୁ ହୋଇଛି । ଯାତ୍ରୀମାନେ ଛତିଶଗଡରୁ ଆନ୍ଧ୍ର ଅଭିମୁଖେ ଯାଉଥିଲେ । ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।

Show More

Related Articles

Back to top button