Breaking PLUSଦେଶମୁଖ୍ୟ ଖବର

ଅଯୋଧ୍ୟା ସହ ଆକାଶମାର୍ଗରେ ଯୋଡିହେଲା କୋଲକାତା ଓ ବେଙ୍ଗାଲୁରୁ

ଉଦଘାଟନ କଲେ ବେସାମରିକ ବିମାନ ଚଳାଚଳମନ୍ତ୍ରୀ

ନୂଆଦିଲ୍ଲୀ, 17 ଜାନୁୟାରୀ – କେନ୍ଦ୍ର ବେସାମରିକ ବିମାନ ଚଳାଚଳମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଭିସି ଯୋଗେ ବେଙ୍ଗାଲୁରୁରୁ ଅଯୋଧ୍ୟା ମଧ୍ୟ ପ୍ରଥମ ଏୟାର ଇଣ୍ଡିଆ ଏକ୍ସପ୍ରେସ ଉଡାଣର ଉଦଘାଟନ କରିଛନ୍ତି । ଏନେଇ ତାଙ୍କ କାର୍ଯ୍ୟଳୟ ପକ୍ଷରୁ ସୂଚନା ଦିଆଯାଇଛି । ସୋସିଆଲ ମିଡିଆ ଏକ୍ସରେ କରାଯାଇଥିବା ପୋଷ୍ଟ ଅନୁସାରେ ଶ୍ରଦ୍ଧାଳୁଙ୍କ ଅଯୋଧ୍ୟା ଆଗମନକୁ ସୁଲଭ କରିବା ଦୃଷ୍ଟିରେ ଆଜି ସିନ୍ଧିଆ ଅଯୋଧ୍ୟା ଓ କୋଲକାତା ଏବଂ ଅଯୋଧ୍ୟା ଓ ବେଙ୍ଗାଲୁରୁ ମଧ୍ୟରେ ସିଧା ବିମାନ ଉଡାଣ ଉଦଘାଟନ କରିଛନ୍ତି । ଏକ୍ସ ହ୍ୟାଣ୍ଡେଲରେ କୁହାଯାଇଛି ଯେ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କୋଲକାତା ଓ ଅଯୋଧ୍ୟା ମଧ୍ୟରେ ପ୍ରଥମ ଉଡାଣ ପାଇଁ ବୋର୍ଡିଂ ପାସ୍ ମିଳିଛି ।

Show More

Related Articles

Back to top button