Breaking PLUSଓଡ଼ିଶାମୁଖ୍ୟ ଖବର

୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ୍

କେନ୍ଦୁଝର- ଗଣଦୁଷ୍କର୍ମ ମାମଲାରେ ୩ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ହୋଇଛି । ୩ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଦେଲେ ADJ ସ୍ୱତନ୍ତ୍ର ପକ୍ସୋ କୋର୍ଟ । ଦୋଷୀ ରଞ୍ଜିତ ମହାନ୍ତି, ରବୀନ୍ଦ୍ର ନାୟକ, ସୁନୀଲ ବେହେରାକୁ ଆଜୀବନ ଜେଲ ଦଣ୍ଡ । ୨୦୨୨ ପାଟଣା ଥାନା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିଲା । ପୀଡ଼ିତାକୁ ୭.୫ ଲକ୍ଷ କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନ ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

Show More

Related Articles

Back to top button