Breaking PLUSଓଡ଼ିଶାମୁଖ୍ୟ ଖବର

ବନ୍ଧୁକ ଦେଖାଇ ସୁନା ଅଳଙ୍କାର ଲୁଟ୍

କେନ୍ଦୁଝର- ବନ୍ଧୁକ ଦେଖାଇ ଲୁଟ । କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଘର ଭିତରେ ବନ୍ଧୁକ ଦେଖାଇ ସୁନା ଅଳଙ୍କାର ଲୁଟ୍ ହୋଇଛି । ନନ୍ଦିପଦା ଥାନା ଟୁକୁଣା ଗାଁରେ ବିଳମ୍ବିତ ରାତିରେ ଘରେ ପଶି ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ୧୫ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ମାମଲାର ତନାଗନା କରୁଛି ।

Show More

Related Articles

Back to top button