Breaking PLUSଦେଶମୁଖ୍ୟ ଖବର

ଉଦ୍ଧାର ଶ୍ରମିକଙ୍କୁ ମିଳିବ ଲକ୍ଷେ ଟଙ୍କା

ଉତ୍ତରକାଶୀ- ଶ୍ରମିକଙ୍କୁ ମିଳିବ ଲକ୍ଷେ ଟଙ୍କା । ଉତ୍ତରକାଶୀର ସିଲକ୍ୟାରା ଟନେଲରେ ଦୀର୍ଘ 17ଦିନ ଫସିରହିଥିବା ଶ୍ରମିକଙ୍କୁ ମିଳିବ ସହାୟତା । ଉଦ୍ଧାର ହୋଇଥିବା ୪୧ ଶ୍ରମିକଙ୍କୁ ସହାୟତା ଘୋଷଣା କରାଯାଇଛି । ୧ ଲକ୍ଷ ଲେଖାଏଁ ସହାୟତା ରାଶି ଦେବାକୁ କେନ୍ଦ୍ର ସରକାରଙ୍କ ଘୋଷଣା । ରାଟ୍ ହୋଲ ମାଇନର୍ସଙ୍କୁ ୫୦ ହଜାର ଲେଖାଏଁ ପୁରସ୍କାର ରାଶି ମିଳିବ । ପୁରସ୍କାର ରାଶି ନେଇ ଉତ୍ତରାଖଣ୍ଡ ସରକାରଙ୍କ ଘୋଷଣା ।

Show More

Related Articles

Back to top button