Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କେଜରିୱାଲ, ଆଜି ହେବ ଶୁଣାଣି

ନୂଆଦିଲ୍ଲୀ- ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଆମ ଆଦମୀ ପାର୍ଟିର ପ୍ରମୁଖ ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପୁଣି ଥରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କେଜରିୱାଲ ଇଡିକୁ କୌଣସି ପ୍ରକାର ନିରୋଧାତ୍ମକ କାର୍ଯ୍ୟାନୁଷ୍ଠାନ ନେବା ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି । ଜଷ୍ଟିସ ସୁରେଶ କେତଙ୍କ ଅଧ୍ୟକ୍ଷତାରେ ଗଠିତ ବେଂଚ ଆଜି ଏହାର ଶୁଣାଣି କରିବେ ।
ଏହା ପୂର୍ବରୁ ମାର୍ଚ୍ଚ 20ରେ ହାଇକୋର୍ଟ କେଜରିୱାଲଙ୍କୁ ଇଡି ସମନକୁ ଚ୍ୟାଲେଂଜ କରି ହୋଇଥିବା ପିଟିସନ ଉପରେ କୌଣସି ଆଶ୍ୱସ୍ତି ଦେବାକୁ ମନା କରିଦେଇଥିଲେ ।

Show More

Related Articles

Back to top button