Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ନିର୍ବାଚନ ଆୟୋଗ ଚାରିଟି ରାଜ୍ୟର ଡିଏମ୍ ଏବଂ ଏସପି ପଦରେ ନିୟୋଜିତ ହୋଇଥିବା ଅଣ କ୍ୟାଡର ଅଧିକାରୀଙ୍କୁ ଦେଲେ ବଦଳି ନିର୍ଦ୍ଦେଶ

ନୂଆଦିଲ୍ଲୀ- ଭାରତ ନିର୍ବାଚନ ଆୟୋଗ ଆଜି ଚାରୋଟି ରାଜ୍ୟର ଗୁଜରାଟ, ପଂଜାବ, ଓଡ଼ିଶା ଓ ପଶ୍ଚିମବଙ୍ଗ ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ପୋଲିସ ଅଧୀକ୍ଷକଙ୍କ ପରି ନେତୃତ୍ୱ ପଦରେ ଥିବା ଅଣକ୍ୟାଡର ଅଧିକାରୀମାନେ ବଦଳି ନିର୍ଦ୍ଦେଶ ଜାରି କରିଛନ୍ତି । କମିଶନର କହିଛନ୍ତି ଯେ, ଲୋକସଭା ନିର୍ବାଚନ 2024ରେ ସମାନ ଅବସର ଉପଲବ୍ଧ କରାଇବା ପାଇଁ ନିଜର ପ୍ରତିବଦ୍ଧତା ଅଟେ । ଓଡ଼ିଶାର ଢେଙ୍କାନାଳ ଜିଲ୍ଲାପାଳ ଓ ଦେବଗଡ ଓ କଟକ ଗ୍ରାମାଂଚଳ ଏସପିଙ୍କୁ ଟ୍ରାନ୍ସଫର ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Show More

Related Articles

Back to top button