Breaking PLUSଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବରରାଜନୀତି

ଉଦ୍ଧବଙ୍କୁ କଙ୍ଗନାଙ୍କ କଡ଼ା ସମାଲୋଚନା

ଉଦ୍ଧବ ଠାକରେ ତୁମ ଅହଂକାର ଭାଙ୍ଗିବ । ସମଗ୍ର ଭାରତର ଲୋକଙ୍କୁ ମୁଁ ଏଣିକି ଜାଗ୍ରତ କରିବି । ଉଦ୍ଧବ ଠାକରେ ଆଜି ତୁମର ସମୟ ଆସିଛି ତୁମେ କ୍ଷମତା ମୋହରେ ଅନ୍ଧ ହୋଇ ଯାହା ଇଚ୍ଛା ତାହା କରୁଛ । କାଲି ସମୟ ଆସିବ ଏହି କ୍ଷମତା ମୋହ ତୁମର ଭାଙ୍ଗିବ ।

ମୁମ୍ବାଇ: ଉଦ୍ଧବ ଠାକରେ ତୁମ ଅହଂକାର ଭାଙ୍ଗିବ । ସମଗ୍ର ଭାରତର ଲୋକଙ୍କୁ ମୁଁ ଏଣିକି ଜାଗ୍ରତ କରିବି । ଉଦ୍ଧବ ଠାକରେ ଆଜି ତୁମର ସମୟ ଆସିଛି ତୁମେ କ୍ଷମତା ମୋହରେ ଅନ୍ଧ ହୋଇ ଯାହା ଇଚ୍ଛା ତାହା କରୁଛ । କାଲି ସମୟ ଆସିବ ଏହି କ୍ଷମତା ମୋହ ତୁମର ଭାଙ୍ଗିବ । ଏହା କୌଣସି ସିନେମାର ସଂଳାପ ନୁହେଁ ବରଂ ଅଭିନେତ୍ରୀ କଙ୍ଗନା ରାନାୱତ ଆଜି ତାଙ୍କ ଘର ଭଙ୍ଗା ହେବାପରେ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି । ଅନ୍ୟପକ୍ଷରେ କଙ୍ଗନା ପକ୍ଷରୁ ହାଇକୋର୍ଟରେ ଘରଭଙ୍ଗା ଘଟଣାକୁ ନେଇ କରାଯାଇଥିବା ନିବେଦନକୁ କୋର୍ଟ ମଞ୍ଜୁର କରିଛନ୍ତି । ଯାହାକି କଙ୍ଗନାଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି । ମୁମ୍ବାଇ ହାଇକୋର୍ଟ ଅନ୍ୟାଦେଶ ପର୍ଯ୍ୟନ୍ତ କଙ୍ଗନାଙ୍କ ଘର ଭଙ୍ଗା ଉପରେ ରହିତା ଦେଶ ଜାରି କରିଛନ୍ତି ।

Show More

Related Articles

Back to top button