Breaking PLUSଓଡ଼ିଶାମୁଖ୍ୟ ଖବର

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଡକ୍ଟର ଏସ୍‌ ମୁରଲୀଧର

ଆଜି ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଡକ୍ଟର ଏସ୍‌ ମୁରଲୀଧର । ରାଜଭବନରେ ହେଉଛି ଏହି ଶପଥ ଉତ୍ସବ । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି ପଞ୍ଜାବ ହରିଆଣା ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ୍‌ ମୁରଲୀଧର ।

ଜଷ୍ଟିସ ଏସ୍‌ ମୁରଲୀଧର ୧୯୬୧ ମସିହା ଅଗଷ୍ଟ ୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ୧୯୮୪ ମସିହା ସେପ୍ଟେମ୍ବର ମାସରେ ଚେନ୍ନାଇରେ ଓକିଲାତି ପେଶା ଆରମ୍ଭ କରିଥିଲେ । ୨୦୦୨ରୁ ୨୦୦୬ ମସିହା ଯାଏ ଲ’ କମିଶନ ସଦସ୍ୟ ଭାବେ ସେ କାର୍ଯ୍ୟ କରିଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସେ ପିଏଚ୍‌ଡି କରିଛନ୍ତି । ଭୋପାଳ ଗ୍ୟାସ ଦୁର୍ଘଟଣା କ୍ଷତିଗ୍ରସ୍ତ ଓ ନର୍ମଦା ଡ୍ୟାମର ବିସ୍ଥାପିତଙ୍କୁ ନ୍ୟାୟ ପ୍ରଦାନରେ ତାଙ୍କର ଭୂମିକା ଅତୁଳନୀୟ ।

Show More

Related Articles

Back to top button