Breaking PLUSଓଡ଼ିଶାମୁଖ୍ୟ ଖବର

ଦୀର୍ଘ ମାସର ଅପେକ୍ଷା ପରେ ଆଜିଠୁ ଖୋଲିଲା ଗଞ୍ଜାମର ସମସ୍ତ ଧର୍ମାନୁଷ୍ଠାନ

ଦୀର୍ଘ ମାସର ଅପେକ୍ଷା ପରେ ଆଜିଠୁ ଖୋଲିଲା ଗଞ୍ଜାମର ସମସ୍ତ ଧର୍ମାନୁଷ୍ଠାନ । ଏହି ଅବସରରେ ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା ବୁଢୀ ସାଆନ୍ତାଣୀଙ୍କ ପୀଠ ମଧ୍ୟ ଖୋଲିଛି ।

ଦୀର୍ଘ ମାସର ଅପେକ୍ଷା ପରେ ଆଜିଠୁ ଖୋଲିଲା ଗଞ୍ଜାମର ସମସ୍ତ ଧର୍ମାନୁଷ୍ଠାନ । ଏହି ଅବସରରେ ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା ବୁଢୀ ସାଆନ୍ତାଣୀଙ୍କ ପୀଠ ମଧ୍ୟ ଖୋଲିଛି ।

କୋଭିଡ କଟକଣା ମଧ୍ୟରେ ମାଆଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ମନ୍ଦିର ଖୋଲିଥିବାରୁ ଭକ୍ତଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଛି। ଗତକାଲି ଜିଲ୍ଲାର ଆରାଧ୍ୟ ଦେବୀ ମାଆ ତାରାତାରିଣୀଙ୍କ ପୀଠ ଖୋଲାଯାଇଥିଲା।

Tags
Show More

Related Articles

Back to top button
Close