Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଏନ.ଭି ରମଣା

ନବନିଯୁକ୍ତ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଆଜି ଶପଥ ଗ୍ରହଣ କରିଛନ୍ତି । ସୁପ୍ରିମକୋର୍ଟର ୪୮ ତମ ମୁଖ୍ୟ ବିଚାରପତିଭାବେ ଶନିବାର ଜଷ୍ଟିସ ଏନ.ଭି ରମଣା ଶପଥ ଗ୍ରହଣ କରିଛନ୍ତି ।

ନବନିଯୁକ୍ତ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଆଜି ଶପଥ ଗ୍ରହଣ କରିଛନ୍ତି । ସୁପ୍ରିମକୋର୍ଟର ୪୮ ତମ ମୁଖ୍ୟ ବିଚାରପତିଭାବେ ଶନିବାର ଜଷ୍ଟିସ ଏନ.ଭି ରମଣା ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶପଥ ପାଠ କରାଇଛନ୍ତି । ଜଷ୍ଟିସ ଏନ.ଭି ରମଣା ୨୦୨୨ ଅଗଷ୍ଟ ୨୨ ତାରିଖ ଯାଏଁ ଦାୟତ୍ୱରେ ରହିବେ ବୋଲି ଜଣାଯାଇଛି ।

Show More

Related Articles

Back to top button