ଓଡ଼ିଶାମୁଖ୍ୟ ଖବରରାଜନୀତି

ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଆସନ୍ତା ୧୦ରେ ବିଧାନସଭା ଘେରିବ ଛାତ୍ର କଂଗ୍ରେସ

ଆସନ୍ତା ୧୦ ତାରିଖରେ ଛାତ୍ର କଂଗ୍ରେସର ବିଧାନସଭା ଘେରାଉ । ମମିତା ମେହେର ହତ୍ୟା  ମାମଲାରେ ନ୍ୟାୟ ଦାବି କରି ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ । ମମିତା ମେହେର ଘଟଣାରେ ଯେ ପର୍ଯ୍ୟନ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବହିଷ୍କାର ହୋଇନାହାନ୍ତି, ସେ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ।

ପୂର୍ବରୁ ଏହି ଘଟଣାରେ ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ କରିଥିବା ବେଳେ, ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବାକୁ ଯାଉଛି । ମମିତା ଘଟଣା ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ତଦନ୍ତ ନୁହେଁ, ବରଂ ଅବସରପ୍ରାପ୍ତ ଉଚ୍ଚନ୍ୟାୟଳୟ ତତ୍ୱାବଧାନରେ ଏସଆଇଟି ତଦନ୍ତ କରାଯିବାକୁ ଛାତ୍ର କଂଗ୍ରେସର ଦାବି ରହିଛି  ।

Show More

Related Articles

Back to top button