Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ନଡ୍ଡାଙ୍କ ହିମାଚଳ ପ୍ରଦେଶ ଗସ୍ତ ସ୍ଥଗିତ

ଶିମଲା- ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ହିମାଚଳ ପ୍ରଦେଶ ଗସ୍ତ ସ୍ଥଗିତ ରଖାଯାଇଛି । ହିମାଚଳ ପ୍ରଦେଶ ବିଜେପି ସଭାପତି ଡକ୍ଟର ରାଜୀବ ବିନ୍ଦଲ କହିଛନ୍ତି ଯେ, ଅକ୍ଟୋବର ୨୩ରେ ଜେପି ନଡ୍ଡାଙ୍କ ହିମାଚଳ ପ୍ରଦେଶର ସୁନ୍ଦରନଗର ଆସି ଏଠାରେ ଜିଲ୍ଲା କାର୍ଯ୍ୟାଳୟ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଏବେ ଏହାକୁ ସ୍ଥଗିତ ରଖାଯାଇଛି ।

Show More

Related Articles

Back to top button