Breaking PLUSଦେଶମୁଖ୍ୟ ଖବର

ଝାରଖଣ୍ଡରେ ଭୂକମ୍ପର ଝଟ୍‌କା

ରାଞ୍ଚି- ଝାରଖଣ୍ଡରେ ଆଜି ଭୋରରୁ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.7 ମ୍ୟାଗ୍ନିଚ୍ୟୁଟ୍ ରହିଛି । ଏହାର କେନ୍ଦ୍ର ଦୁମକାଠାରୁ 24 କିଲୋମିଟର ଉତ୍ତର-ଉତ୍ତରପୂର୍ବ ଅଞ୍ଚଳରେ ଭୂମି ତଳେ 5କିଲୋମିଟର ଗଭୀରରେ ରହିଛି । ତେବେ ଭୂକମ୍ପ ଯୋଗୁ କୌଣସି ଜୀବନହାନୀ ହୋଇନାହିଁ । ଭୂକମ୍ପ ଅନୁଭୂତ ହେବା ମାତ୍ରକେ ଲୋକେ ଭୟରେ ଘରୁ ବାହାରକଚ ଚାଲିଆସିଥିଲେ ।

Show More

Related Articles

Back to top button