Breaking PLUSଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ ଜେଇ

ଭୁବନେଶ୍ୱର- ଭିଜିଲାନ୍ସ ଜାଲରେ କୋଟିପତି ଜେଇ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭୁବନେଶ୍ୱର ଆରଡବ୍ଲୁଏସଏସର କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏହି ଚଢାଉରେ 6ଜଣ ଡିଏସପି, 3ଜଣ ଇନସପେକ୍ଟର, 7ଜଣ ଏଏସଆଇ ଓ ଅନ୍ୟ ସହଯୋଗୀ ରହିଛନ୍ତି । ଭୁବନେଶ୍ୱର ଓ ଗଞ୍ଜାମରେ ଥିବା ସୁନୀଲଙ୍କର 5ଟି ଠିକଣାରେ ଚଢାଉ କରିଛି ଭିଜିଲାନ୍ସ ।

Show More

Related Articles

Back to top button