Breaking PLUSଓଡ଼ିଶା

କାର୍ତ୍ତିକ ମାସରେ ହବିଷ୍ୟାଳିଙ୍କୁ ପୁରୀ ମନା

ଶ୍ରୀମନ୍ଦିର ପାଇଁ ଜାରି ହୋଇଛି ପ୍ରଶାସନର ନୂଆ ମାର୍ଗଦର୍ଶିକା । ପୂଣ୍ୟ କାର୍ତ୍ତିକ ମାସରେ ହବିଷ୍ୟାଳିଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ହୋଇଛି ବାରଣ । କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ପୁରୀ ନଆସିବାକୁ ହବିଷ୍ୟାଳିଙ୍କୁ ଅନୁରୋଧ କରାଯାଇଛି । କୌଣସି ମଠ, ଲଜ୍ କିମ୍ବା ଧର୍ମଶାଳାରେ ହବିଷ୍ୟାଳିଙ୍କୁ ନରଖିବାକୁ ତାଗିଦ କରିଛନ୍ତି ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ । ଘରେ ବ୍ରତ ପାଳନ କରି ନିଜକୁ ସୁରକ୍ଷିତ ରଖିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

Show More

Related Articles

Back to top button