ଓଡ଼ିଶା

ପାଣିରେ କଟାଯାଉଛି ଲୁହା

ପାଣିରେ କଟାଯାଉଛି ଲୁହା କଟୁଛି ଲୁହା। ଏଭଳି ଅତ୍ୟାଧୁନିକ ମେସିନ ଏବେ ରାଜଧାନୀ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ।

ଭୁବନେଶ୍ୱର : ପାଣିରେ କଟାଯାଉଛି ଲୁହା କଟୁଛି ଲୁହା। ବିଶ୍ୱାସ ନ ଆସିଲେ ବି କଥା ଟା ସତ। ଏଭଳି ଅତ୍ୟାଧୁନିକ ମେସିନ ଏବେ ରାଜଧାନୀ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ। ଭୁବନେଶ୍ୱର ସ୍ଥିତ ରସୁଲଗଡ ଶିଳ୍ପାଞ୍ଚଳରେ କାରଭିଙ୍ଗ ଲ୍ୟାବରେ ଏହି ମେସିନ କାର୍ଯ୍ୟକ୍ଷମ କର‍ଯାଇଛି। ୫୦ କିଲୋ ହର୍ସ ପାୱାରର ଶକ୍ତି ଥିବା ଏହି ମେସିନରେ ଆଲୁମିନିୟମ,ଷ୍ଟିଲ,ଷ୍ଟୋନ, ମାର୍ବଲ,ଟାଇଲ ,କାଠ,ପ୍ଲାଇ ରେ ମଧ୍ୟ କଟିଂଙ୍ଗ କରି ବିଭିନ୍ନ ଡିଜାଇନ ପ୍ରସ୍ତୁତ କରାଯାଉଛି। ଏହି ମେସିନ ସହାୟତାରେ ବିଭିନ୍ନ ଘର ସାଜସଜ୍ଜା,ବେଡ ରୁମ ,ବାଥ ରୁମ,ଠାକୁର ଘର ,ମନ୍ଦୀର ,ମସଜିଦ,ଘର ଆଗ ତୋରଣ,ପାର୍କର ବିଭିନ୍ନ ସାଜସଜ୍ଜା ଉପକରଣ ପ୍ରସ୍ତୁତ କରାଯାଉଛି।

Show More

Related Articles

Back to top button