Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ଏପ୍ରିଲ ୩୦ ଯାଏ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ

ଦେଶରେ ପୁଣି କରୋନା ଭୂତାଣୁ ସଂକ୍ରମଣ ଜୋରରେ ବ୍ୟାପୁଥିବା ବେଳେ ଏଥିରେ ନୂଆ ୟୁକେ ଷ୍ଟ୍ରେନ ଭୂତାଣୁ ମଧ୍ୟ ଚିହ୍ନଟ ହୋଇଛନ୍ତି। ଏନେଇ ସରକାରଙ୍କ ଚିନ୍ତା ବଢ଼ିଯାଇଛି।

ଦେଶରେ ପୁଣି କରୋନା ଭୂତାଣୁ ସଂକ୍ରମଣ ଜୋରରେ ବ୍ୟାପୁଥିବା ବେଳେ ଏଥିରେ ନୂଆ ୟୁକେ ଷ୍ଟ୍ରେନ ଭୂତାଣୁ ମଧ୍ୟ ଚିହ୍ନଟ ହୋଇଛନ୍ତି। ଏନେଇ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ଲାଗି ଆନ୍ତର୍ଜାତୀୟ ବିମାନ ଉଡାଣ ବାତିଲ ଅବଧିକୁ ବୃଦ୍ଧି କରାଯାଇଛି। ଏପ୍ରିଲ ୩୦ ପର୍ଯ୍ୟନ୍ତ ଉଡାଣକୁ ବାତିଲ କରାଯାଇଛି। ବେସାମରିକ ବିମାନ ଚଳାଚଳର ନିର୍ଦ୍ଦେଶାଳୟର ମନ୍ତ୍ରୀ ହରଦୀପ ସିଂ ପୁରୀ ଏହି ସୂଚନା ଦେଇଛନ୍ତି। ସେହିପରି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ତରଫରୁ ଅନୁମତି ପ୍ରାପ୍ତ ଆନ୍ତର୍ଜାତୀୟ କାର୍ଗୋ ବିମାନ ଉପରେ ଏହି କଟକଣା ଲାଗୁ ହେବନାହିଁ।

Show More

Related Articles

Back to top button