Breaking PLUSଦେଶ ବିଦେଶମୁଖ୍ୟ ଖବର

ବିଶ୍ୱରେ ଜାରି ରହିଛି କରୋନା ତାଣ୍ଡବ, ୬.୩୦ କୋଟି ଲୋକ ଆକ୍ରାନ୍ତ

ବିଶ୍ୱରେ କରୋନା ଭାଇରସଜନିତ ମୃତ୍ୟୁ ଓ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିଛି । ଆମେରିକାରେ ପରିସ୍ଥିତି ଅଧିକ ଜଟିଳ ହୋଇଛି । ଆଜି ସକାଳ ସାଢ଼େ ୬ଟା ୩୦ ସୁଦ୍ଧା ୧ କୋଟିଏ ୩୭ ଲକ୍ଷ ୪୭ ହଜାର ୬୭୧ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୭୩ ହଜାର ୭୨ ଜଣଙ୍କର ମୃତ୍ୟୁ ହୋଇଛି ।

ବିଶ୍ୱରେ କରୋନା ଭାଇରସଜନିତ ମୃତ୍ୟୁ ଓ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିଛି । ଆମେରିକାରେ ପରିସ୍ଥିତି ଅଧିକ ଜଟିଳ ହୋଇଛି । ଆଜି ସକାଳ ସାଢ଼େ ୬ଟା ୩୦ ସୁଦ୍ଧା ୧ କୋଟିଏ ୩୭ ଲକ୍ଷ ୪୭ ହଜାର ୬୭୧ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୭୩ ହଜାର ୭୨ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୮୧ ଲକ୍ଷ ୫ ହଜାର ୩୮୨ ଜଣ ସୁସ୍ଥ ହୋଇଥିବା ବେଳେ ୫୩ ଲକ୍ଷ ୬୯ ହଜାର ୨୧୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୨୪ ହଜାର ୮୨୨ ଜଣ ଗୁରୁତର ଅଛନ୍ତି ।

ବିଶ୍ୱରେ କରୋନା ଲାଗି ୬ କୋଟି ୩୦ ଲକ୍ଷ ୫୩ ହଜାର ୯୮ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୪ ଲକ୍ଷ ୬୪ ହଜାର ୭୬୪ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୪ କୋଟି ୩୫ ଲକ୍ଷ ୩୧ ହଜାର ୩୬୫ ଜଣ ସୁସ୍ଥ ହୋଇଥିବା ବେଳେ କୋଟିଏ ୮୦ ଲକ୍ଷ ୫୬ ହଜାର ୯୬୯ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୧ ଲକ୍ଷ ୫ ହଜାର ୫୪୩ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

Show More

Related Articles

Back to top button