Breaking PLUSଦେଶ ବିଦେଶମୁଖ୍ୟ ଖବର

ବିଶ୍ୱରେ ଜାରି ରହିଛି କରୋନା ଆତଙ୍କ, ୪ କୋଟି ୪୭ ଲକ୍ଷ ଲୋକ ଆକ୍ରାନ୍ତ

କରୋନା ଭାଇରସ ଲାଗି ବିଶ୍ୱରେ ଗୁରୁବାର ସକାଳ ସାଢ଼େ ୬ଟା ୩୦ ସୁଦ୍ଧା ୪ କୋଟି ୪୭ ଲକ୍ଷ ୩୯ ହଜାର ୯୧୬ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୧ ଲକ୍ଷ ୭୮ ହଜାର ୫୨୭ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୩ କୋଟି ୨୭ ଲକ୍ଷ ୨ ହଜାର ୬୪ ଜଣ ସୁସ୍ଥ ହୋଇଥିବା ବେଳେ କୋଟିଏ ୮ ଲକ୍ଷ ୫୯ ହଜାର ୩୨୫ ଜଣ ଲୋକ ସକ୍ରିୟ ଅଛନ୍ତି

କରୋନା ଭାଇରସ ଲାଗି ବିଶ୍ୱରେ ଗୁରୁବାର ସକାଳ ସାଢ଼େ ୬ଟା ୩୦ ସୁଦ୍ଧା ୪ କୋଟି ୪୭ ଲକ୍ଷ ୩୯ ହଜାର ୯୧୬ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୧ ଲକ୍ଷ ୭୮ ହଜାର ୫୨୭ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୩ କୋଟି ୨୭ ଲକ୍ଷ ୨ ହଜାର ୬୪ ଜଣ ସୁସ୍ଥ ହୋଇଥିବା ବେଳେ କୋଟିଏ ୮ ଲକ୍ଷ ୫୯ ହଜାର ୩୨୫ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୮୧ ହଜାର ୧୮୬ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଯୁକ୍ତରାଷ୍ଟ୍ର ଆମେରିକାରେ ୯୧ ଲକ୍ଷ ୧୮ ହଜାର ୫୪୭ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୩୩ ହଜାର ୧୨୨ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୫୯ ଲକ୍ଷ ୧୬ ହଜାର ୨୮୧ ଜଣ ସୁସ୍ଥ ହୋଇଥିବା ବେଳେ ୨୯ ଲକ୍ଷ ୬୯ ହଜାର ୨୩୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୬ ହଜାର ୮୭୨ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଭାରତ: ୭୯ ଲକ୍ଷ ୯୦ ହଜାର ୩୨୨ ସଂକ୍ରମିତ, ୧ ଲକ୍ଷ ୨୦ ହଜାର ୧୦ ମୃତ 

ବ୍ରାଜିଲ: ୫୪ ଲକ୍ଷ ୬୯ ହଜାର ୭୫୫ ସଂକ୍ରମିତ, ୧ ଲକ୍ଷ ୫୮ ହଜାର ୪୬୮ ମୃତ

ଋଷିଆ: ୧୫ ଲକ୍ଷ ୬୩ ହଜାର ୯୭୬ ସଂକ୍ରମିତ, ୨୬ ହଜାର ୯୩୫ ମୃତ

ଫ୍ରାନ୍ସ: ୧୨ ଲକ୍ଷ ୩୫ ହଜାର ୧୩୨ ସଂକ୍ରମିତ, ୩୫ ହଜାର ୭୮୫ ମୃତ

ସ୍ପେନ: ୧୧ ଲକ୍ଷ ୯୪ ହଜାର ୬୮୧ ସଂକ୍ରମିତ, ୩୫ ହଜାର ୪୬୬ ମୃତ 

ଆର୍ଜେଣ୍ଟିନା: ୧୧ ଲକ୍ଷ ୩୦ ହଜାର ୫୩୩ ସଂକ୍ରମିତ, ୩୦ ହଜାର ୭୧ ମୃତ

କଲମ୍ବିଆ: ୧୦ ଲକ୍ଷ ୪୧ ହଜାର ୯୩୫ ସଂକ୍ରମିତ, ୩୦ ହଜାର ୭୫୩ ମୃତ 

ୟୁକେ: ୯ ଲକ୍ଷ ୪୨ ହଜାର ୨୭୫ ସଂକ୍ରମିତ, ୪୫ ହଜାର ୬୭୫ ମୃତ

ମେକ୍ସିକୋ: ୮ ଲକ୍ଷ ୯୫ ହଜାର ୩୨୬ ସଂକ୍ରମିତ, ୮୯ ହଜାର ୧୭୧ ମୃତ

ପେରୁ: ୮ ଲକ୍ଷ ୯୨ ହଜାର ୪୯୭ ସଂକ୍ରମିତ, ୩୪ ହଜାର ୨୫୭ ମୃତ

Show More

Related Articles

Back to top button