Breaking PLUSଓଡ଼ିଶାମୁଖ୍ୟ ଖବର

ଅନ୍ତର୍ଜାତୀୟ ମିଲେଟ କନକ୍ଲେଭ ଉଦଘାଟିତ

ଭୁବନେଶ୍ୱର- ଓଡ଼ିଶାରେ ଉଦଘାଟିତ ହେଲା ସର୍ବପ୍ରଥମ ଅନ୍ତର୍ଜାତୀୟ ମିଲେଟ୍ କନକ୍ଲେଭ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ଜନତା ମଇଦାନରେ ମିଲେଟ ଉପରେ ସର୍ବପ୍ରଥମ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟନ କରିଛନ୍ତି। ଅନ୍ତର୍ଜାତୀୟ କନକ୍ଲେଭ ମିଲେଟ୍ ଓଡ଼ିଶା-2023ର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ହିତାଧିକାରୀଙ୍କ ଉଦ୍ୟମ ଏବଂ ରଣନୀତିକୁ ପୁନଃ ସମୀକ୍ଷା କରିବା, ଯାହାକି ମିଲେଟ ପାଇଁ ଭବିଷ୍ୟତର ରୋଡମ୍ୟାପ ପ୍ରସ୍ତୁତ କରିବ ।

Show More

Related Articles

Back to top button