Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ପୁଣି ଥରେ ବଢୁଛି କରୋନା, ଗତ ୨୪ ଘଣ୍ଟା ମଧ୍ୟରେ ୫୦,୩୫୬ ଜଣ ନୂତନ କରୋନା ରୋଗୀ ଚିହ୍ନଟ

ବିଗତ କିଛିଦିନ ହେବ ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ଅବଗତି ନଜର ଆସିଥିବା ବେଳେ ପୁଣି ଥରେ ଏହି ଗ୍ରାଫ ଉପରମୁଁହା ହୋଇଥିବା ଦେଖିବାକୁ ମିଳିଛି । ଗତକାଲି ଦେଶରେ ୫୦ ହଜାରରୁ କମ୍ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିବା ବେଳେ ବିଗତ ୨୪ ଘଣ୍ଟାରେ ଏହି ସଂଖ୍ୟା ପୁଣି ଥରେ ସାମାନ୍ୟ ବୃଦ୍ଧି ପାଇଛି

ବିଗତ କିଛିଦିନ ହେବ ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ଅବଗତି ନଜର ଆସିଥିବା ବେଳେ ପୁଣି ଥରେ ଏହି ଗ୍ରାଫ ଉପରମୁଁହା ହୋଇଥିବା ଦେଖିବାକୁ ମିଳିଛି । ଗତକାଲି ଦେଶରେ ୫୦ ହଜାରରୁ କମ୍ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିବା ବେଳେ ବିଗତ ୨୪ ଘଣ୍ଟାରେ ଏହି ସଂଖ୍ୟା ପୁଣି ଥରେ ସାମାନ୍ୟ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରୁ ଆଉ ୫୦ ହଜାର ୩୫୬ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଦେଶରେ ମୋଟ୍ ପଜିଟିଭ୍ କେସ୍ ସଂଖ୍ୟା ୮୪ ଲକ୍ଷ ୬୨ ହଜାର ୮୦ ରେ ପହଁଞ୍ଚିଛି । ଏହା ସହ ଦେଶରେ ଦିନକରେ ଆଉ ୫୭୭ ଜଣଙ୍କ ଜୀବନ ନେଲା କୋରୋନା , ଦେଶରେ କୋରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୨୫ ହଜାର ୫୬୨କୁ ବୃଦ୍ଧି ପାଇଛି ।

Show More

Related Articles

Back to top button