Breaking PLUSଦେଶ ବିଦେଶମୁଖ୍ୟ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୮ ହଜାର ୫୨୪ ଜଣ କରୋନା ରୋଗୀ ଚିହ୍ନଟ

ଦେଶରେ ଦିନ କୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା । ଗୁରୁବାର ସଂକ୍ରମିତ ସଂଖ୍ୟା ୬୮ ଲକ୍ଷ ପାର ହୋଇଥିବା ବେଳେ ବୁଧବାର ୭୨ ହଜାର ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି

ଦେଶରେ ଦିନ କୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା । ଗୁରୁବାର ସଂକ୍ରମିତ ସଂଖ୍ୟା ୬୮ ଲକ୍ଷ ପାର ହୋଇଥିବା ବେଳେ ବୁଧବାର ୭୨ ହଜାର ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ଦେଶରେ ୭୮ ହଜାର ୫୨୪ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଏହା ସହ ଦେଶରେ ଆଜି ୯୭୧ ଜଣଙ୍କ ଜୀବନ କରୋନାରେ ଯାଇଥିବା ଜଣାଯାଇଛି ।

Show More

Related Articles

Back to top button