Breaking PLUSଦେଶ ବିଦେଶମୁଖ୍ୟ ଖବର

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 46,964 ଜଣ ନୂଆ କରୋନା ରୋଗୀ ଚିହ୍ନଟ

ଦେଶରେ ଦୈନିକ କରୋନା ଜୀବାଣୁ ସଂକ୍ରମିତଙ୍କ ସଂଖ୍ୟା ପୂର୍ବଅପେକ୍ଷା ବର୍ତ୍ତମାନ କମିଛି, ଗତ 24 ଘଣ୍ଟା ମଧ୍ୟରେ ଦେଶରେ ନୂଆ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା 46,964 ରେ ପହଁଞ୍ଚିଛି ।

ଦେଶରେ ଦୈନିକ କରୋନା ଜୀବାଣୁ ସଂକ୍ରମିତଙ୍କ ସଂଖ୍ୟା ପୂର୍ବଅପେକ୍ଷା ବର୍ତ୍ତମାନ କମିଛି, ଗତ 24 ଘଣ୍ଟା ମଧ୍ୟରେ ଦେଶରେ ନୂଆ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା 46,964 ରେ ପହଁଞ୍ଚିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 46,964 ଟି ନୂଆ କରୋନା ଜୀବାଣୁ ସଂକ୍ରମିତ ହୋଇଥିବା ବେଳେ ଏହି ସମୟ ମଧ୍ୟରେ 470 ଜଣ ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା 81,84,083ରେ ପହଁଞ୍ଚିଛି |

Show More

Related Articles

Back to top button