Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮ ହଜାର ୬୯୮ ଜଣ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ ଖସୁଛି କରୋନା ସଂକ୍ରମଣ । ଆଜି ବି ଦେଶରେ କରୋନା ସଂକ୍ରମଣ ୫୦ ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ୪୮ ହଜାର ୬୯୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ୬୪ ହଜାର ୮୧୮ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୧ ହଜାର ୧୮୩ ଜଣକ ଜୀବନ ନେଇଛି କରୋନା । ଦେଶରେ ଆକ୍‌ଟିଭ୍ କେସ ୫ ଲକ୍ଷ ୯୫ ହଜାର ୫୬୫ରେ ପହଞ୍ଚିଛି ।

ଦେଶରେ ମୋଟ ୨ କୋଟି ୯୧ ଲକ୍ଷ ୯୩ ହଜାର ୮୫ ଜଣ କରୋନାରେ ସୁସ୍ଥ ହୋଇଛନ୍ତି । ୩ ଲକ୍ଷ ୯୪ ହଜାର ୪୯୩ ଜଣକ ମୃତ୍ୟୁ ହୋଇଛି । ସାରା ଦେଶରେ କରୋନାରେ ୩ କୋଟି ୧ ଲକ୍ଷ ୮୩ ହଜାର ୧୪୩ ଜଣ ସଂକ୍ରମିତ ହୋଇଛନ୍ତି । ଦେଶରେ ଧୀରେ ଧୀରେ ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁ ମଧ୍ୟ ରୋକ୍‌ ଲାଗୁଥିବା ଦେଖିବାକୁ ମିଳୁଛି ।

Show More

Related Articles

Back to top button