Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ବୁଷ୍ଟର ଡୋଜ ଟିକାକରଣ

ସୋମବାର ୫୦ ହଜାରରୁ ଅଧିକ ଲୋକ ନେଇଛନ୍ତି ଭ୍ୟାକ୍‌ସିନ୍

ରାଜ୍ୟରେ ଆରମ୍ଭ ହୋଇଛି ପ୍ରିକସନ ଟିକାକରଣ । ସୋମବାର ରାଜ୍ୟରେ ୫୦ ହଜାର ୫୭୫ ଜଣ ପ୍ରିକସନ ଡୋଜ ନେଇଥିଲେ। ତା ଭିତରେ ହେଲଥ କେୟାର ୱାର୍କର ୨୩ ହଜାର ୪୧୨ ଜଣ ରହିଛନ୍ତି । ସମ୍ମୁଖ ଯୋଦ୍ଧା ୬ ହଜାର ୮୮୩ ଜଣ ରହିଥିବା ବେଳେ ୬୦ ବର୍ଷରୁ ଅଧିକ ଅଛନ୍ତି ୨୦ ହଜାର ୨୦୦ ଜଣ।

ସେହିପରି ୧୫ ରୁ ୧୮ ବର୍ଷ ମଧ୍ୟରେ ଟିକା ନେଇଛନ୍ତି ୧ ଲକ୍ଷ ୨ ହଜାର ୯୩୩ ଜଣ । ଆଜି ସୁଦ୍ଧା ରାଜ୍ୟରେ ୫ କୋଟି ୨୮ ଲକ୍ଷ ୮୦ ହଜାର ଟିକା ଦିଆସାରିଲାଣି। ପ୍ରଥମ ଡୋଜ ରହିଛି ୯୨ ପ୍ରତିଶତ ଓ ଦ୍ୱିତୀୟ ଡୋଜ ରହିଛି ୬୮ ପ୍ରତଶତ ରହିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶ ବିଜୟ ପାଣିଗ୍ରାହୀ ।

Show More

Related Articles

Back to top button