Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଆଜି ଆଉ ୧୪ ଜଣଙ୍କ ଜୀବନ ନେଲା ମହାମାରୀ କରୋନା

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତ କିଛି ଦିନ ହେବ ସ୍ଥିର ରହୁଥିବା ବେଳେ ମୃତ୍ୟୁସଂଖ୍ୟା ପୂର୍ବଭଳି ଅଧିକ ରହୁଥିବା ଦେଖିବାକୁ ମିଳୁଛି । ସୋମବାର ରାଜ୍ୟରେ ପୁଣି ୧୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତ କିଛି ଦିନ ହେବ ସ୍ଥିର ରହୁଥିବା ବେଳେ ମୃତ୍ୟୁସଂଖ୍ୟା ପୂର୍ବଭଳି ଅଧିକ ରହୁଥିବା ଦେଖିବାକୁ ମିଳୁଛି । ସୋମବାର ରାଜ୍ୟରେ ପୁଣି ୧୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ମୃତ୍ୟୁବରଣ କରିଥିବା ୧୪ ଜଣ କରୋନା ଆକ୍ରାନ୍ତ ରୋଗୀଙ୍କ ମଧ୍ୟରୁ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରୁ ସର୍ବାଧିକ ୩ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେହିପରି ପୁରୀରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, କଟକ, ଭଦ୍ରକ ଓ ବାଲେଶ୍ୱରରୁ ଜଣେ ଲେଖାଏଁ କରୋନା ଆ୍ରକାନ୍ତଙ୍କ ମୃତ୍ୟୁ ଘଟିଛି ।

Show More

Related Articles

Back to top button