Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୪୩ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ

ରାଜ୍ୟରେ ସ୍ଥିର ରହିଛି ମହାମାରୀ କରୋନା ସ୍ଥିତି । ଗତ ଦୁଇ ଦିନ ଧରି ସାମାନ୍ୟ କମିବା ପରେ ଆଜି ପୁଣି ଥରେ ସାମାନ୍ୟ ବଢିଛି ରାଜ୍ୟରେ କରୋନା ସ୍ଥିତି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୪୩ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି

ରାଜ୍ୟରେ ସ୍ଥିର ରହିଛି ମହାମାରୀ କରୋନା ସ୍ଥିତି । ଗତ ଦୁଇ ଦିନ ଧରି ସାମାନ୍ୟ କମିବା ପରେ ଆଜି ପୁଣି ଥରେ ସାମାନ୍ୟ ବଢିଛି ରାଜ୍ୟରେ କରୋନା ସ୍ଥିତି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୪୩ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୧୭ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୪୨୬ ଜଣ ସ୍ଥାନୀୟ ସଂକ୍ରମିତ ରୋଗୀ ଭାବେ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୨୧୯୧୧୯ ରେ ପହଁଞ୍ଚିଛି ।

Show More

Related Articles

Back to top button