Breaking PLUSଓଡ଼ିଶାମୁଖ୍ୟ ଖବର

ବେଆଇନ ଚିପ୍ସ ଓ ବାଲି ବୋଝେଇ ହାଇୱା ଜବତ

ବେଆଇନ ଚିପ୍ସ ଓ ବାଲି ବୋଝେଇ ହାଇୱା ଜବତ । କେନ୍ଦୁଝର ଆନନ୍ଦପୁର ପୋଲିସ ଚୋରଗାଡିଆ ଛକ ନିକଟରେ ବେଆଇନ ଭାବେ ଓଭରଲୋଡ଼ିଂ କରି ଚିପ୍ସ ଓ ବାଲି ନେଉଥିବା ୪ଟି ହାଇୱା ଜବତ କରିଛି । ଆଜି ଭୋର ସମୟରେ ଆନନ୍ଦପୁର ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଚୋରଗାଡ଼ିଆ ଛକ ନିକଟରେ ଚାରୋଟି ହାଇୱାକୁ ଅଟକ ରଖିଥିଲା । ତଦନ୍ତ ପରେ ସବୁ ଗାଡି ବେଆଇନ ଭାବେ ଚିପ୍ସ ଓ ବାଲି ଓଭରଲୋଡ଼ିଂ କରି ନେଉଥିବା ଜଣାପଡିଥିଲା । ଏହାପରେ ଆନନ୍ଦପୁର ପୋଲିସ ଚାରୋଟି ଗାଡିକୁ ଜବତ କରିଛି ।

Show More

Related Articles

Back to top button