ଓଡ଼ିଶାମୁଖ୍ୟ ଖବର

କୋଭିଡ୍ ନିୟମ ନ ମାନିଲେ ପାର୍ବଣରେ ସଂକ୍ରମଣ ବଢିବା ସମ୍ଭାବନା : DMET

କୋଭିଡ୍ ନିୟମ ନ ମାନିଲେ ପର୍ବ ପର୍ବାଣୀରେ ସଂକ୍ରମଣ ବଢିବାର ସମ୍ଭାବନା ରହିଛି ବୋଲି ଡିଏମଇଟି ସିବିକେ ମହାନ୍ତି ।

ମୂର୍ତ୍ତି ଉଚ୍ଚତା ବଢିଲେ ସ୍ଥାପନ ଓ ସ୍ଥାନାନ୍ତରଣରେ ଅଧିକ ଲୋକ ନିୟୋଜିତ ହେବେ । ଯଦି ଏହିପରି ଆମେ କୋଭିଡ୍ ନିୟମ ନ ପାଳନ କରିବା ତେବେ ତୃତୀୟ ଲହର ଆମନ୍ତ୍ରଣ ଦେଲା ଭଳି ହେବ । ପାର୍ବଣରେ ବଜାରରେ ଭିଡ ହେବ ।

ଦୋକାନ ବନ୍ଦ କରିବା ପାଇଁ ଆମେ ଚାହୁଁନୁ । ଆମେ ଅପିଲ୍ କରୁଛୁ ଲୋକମାନେ କୋଭିଡ୍ ନିୟମ ପାଳନ କରନ୍ତୁ । ନଚେତ କେରଳର ଓନମ ପରେ ଯେଉଁ ସ୍ଥିତି ହେଲା ସେହିପରି ଆମ ରାଜ୍ୟରେ ବି ହେବ ବୋଲି ଡିଏମଇଟି କହିଛନ୍ତି ।

Show More

Related Articles

Back to top button