Breaking PLUSଓଡ଼ିଶାମୁଖ୍ୟ ଖବର

ଯଦି କୌଣସି ପ୍ରକାରର ଲକ୍ଷଣ ଦେଖିବାକୁ ପାଉଛନ୍ତି ତେବେ ପିଲାମାନଙ୍କୁ ସ୍କୁଲ ଛାଡନ୍ତୁ ନାହିଁ-ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ସର୍ଭେଲାନ୍ସ ଜାରି ରହିବ। ଗାଁ ମାନଙ୍କରେ ଆଶା ଅଛନ୍ତି, ପୁରୁଷ କର୍ମୀ ଅଛନ୍ତି। ଆରଆରଟି ଟିମ ବି ରହିଛି।

ନଜର ରହିବ କିଛି ଅସୁବିଧା ହେଲେ ନିୟମ ଅନୁସାରେ କାର୍ଯ୍ୟ କରାଯିବ। ଛୋଟ ପିଲାଙ୍କୁ ନିୟନ୍ତ୍ରଣ କରିବା କଷ୍ଟ, ତେଣୁ ଅଭିଭାବକ ମାନଙ୍କର ଦାୟିତ୍ୱ ରହିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଯଦି ପିଲାଙ୍କ କିଛି ଲକ୍ଷଣ ପ୍ରକାଶ ପାଉଛି । ତେବେ ସେହି ପିଲାଙ୍କୁ ସ୍କୁଲ ଛାଡ଼ନ୍ତୁ ନାହିଁ। ଶିକ୍ଷକ ମାନେ ବି ଫିଜିକାଲ ଦୂରତା ସହ ସଫା ସୁତୁରା ରଖି ଭେଣ୍ଟିଲେସନ ରୁମରେ କାର୍ଯ୍ୟ କରିବାକୁ ପରାମର୍ଶ ରହିଛି । କିଛି ଲକ୍ଷଣପାଇଲେ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଇବାକୁ କୁହାଯାଇଛି ।

Show More

Related Articles

Back to top button