ଜୀବନଚର୍ଯ୍ୟା

କଣ ଆପଣ କୋଟିପତି ହେବାର ସ୍ବପ୍ନ ଦେଖୁଛନ୍ତି କି?

କେବଳ ମାତ୍ର ଗୋଟେ ମୁଦ୍ରା ଆପଣଙ୍କ ଭାଗ୍ୟ ବଦଳାଇ ଦେବ

ଆପଣଙ୍କ ସ୍ବପ୍ନ ପୂରଣ କରିବା ପାଇଁ କଣ ଆପଣ କୋଟିପତି ହେବାକୁ ସ୍ୱପ୍ନ ଦେଖୁଛନ୍ତି କି? ଆପଣ ଘରେ ବସି କୋଟିପତି ହେଇପାରିବେ l ଆପଣଙ୍କୁ କିଛି କରିବାକୁ ପଡିବ ନାହିଁ ଖାଲି ଆପଣଙ୍କ ପାଖରେ ଯଦି ଏକ ଟଙ୍କିଆ ମୁଦ୍ରା ଅଛି ତାହାହେଲେ ଆପଣ ୯ କୋଟି ୯୯ ଲକ୍ଷ ଟଙ୍କା ଆପଣଙ୍କର ହେଇପାରିବ l କିନ୍ତୁ ଏହି ମୁଦ୍ରାଟି କୌଣସି ସାଧାରଣ କଏନ ନୁହେଁ l
ଆସନ୍ତୁ ଜାଣିବା ଏମିତିକା ମୁଦ୍ରା ବିଷୟରେ ଯାହା ଆପଣଙ୍କୁ କୋଟିପତି କରାଇ ପାରିବ l

ଆପଣଙ୍କୁ କହି ରଖୁଯୁଯେ କିପରି କରିବେ ରୋଜଗାର :
କୋଟିପତି ହେବାପାଇଁ ୧୮୮୫ ମସିହାର ଏକ ଟଙ୍କିଆ ମୁଦ୍ରା ଆବଶ୍ୟକ l ଏହି ମୁଦ୍ରାଟିକୁ ଆପଣ ଅନଲାଇନରେ ସେଲ କରି ୯ କୋଟି ୯୯ ଲକ୍ଷ ତାଙ୍କ ଜିତି ପାରିବେ l ବର୍ତମାନ ବିଶ୍ୱର ଅଧିକାଂଶ ଲୋକ ଏହାକୁ ଜିତି ସାରିଛନ୍ତି l କାରଣ ଲୋକମାନଙ୍କୁ ପୁରୁଣା ଆଣ୍ଟିକ ଜିନିଷର କ୍ରେଜ ରହିଛି l

ଅପଲୋଡ଼ କରନ୍ତୁ ପୁରୁଣା ମୁଦ୍ରାର ଫଟୋ
କହି ରଖୁଛୁଜେ ଏହି ଫୋଟୋକୁ ଆପଣ ଓ .ଏଲ.ଏକ୍ସ ରେ ନିଲାମ କରିପାରିବେ l ଓ .ଏଲ.ଏକ୍ସରେ ନିଜର ଆକାଉଣ୍ଟ କ୍ରିଏଟ କରି ଗୋଟିଏ ବିକ୍ରେତା ଭାବରେ ନିଜର ରେଜିଷ୍ଟସନ କରନ୍ତୁ l ରେଜିଷ୍ଟସନ ସାରିବା ପରେ ମୁଦ୍ରାର ଫୋଟୋକୁ ଅପଲୋଡ଼ କରନ୍ତୁ l ଅପଲୋଡ଼ ସାରିବା ପରେ ମୁଦ୍ରlଟିର ଫୋଟୋ କୁ ସେଲ ପାଇଁ ଛାଡି ଦିଅନ୍ତୁ l

ନିଲାମ କରିବା ଦ୍ୱାରା ମିଳିଥାଏ ଭଲ ରୋଜଗାର :
ଦେଶରେ ସବୁବେଳେ ଆଣ୍ଟିକ ଜିନିଷର ଚାହିଦା ରହିଛି l ପୁରୁଣା ମୁଦ୍ରାର ଚାହିଦା ଲୋକମାନଙ୍କ ଭିତରେ ସବୁବେଳେ ରହିଥାଏ l ଅଣ୍ଟିକ ଜିନିଷ ନିଲାମ କରିବା ଦ୍ୱାରା ଭଲ ରୋଜଗାର ହୋଇଥାଏ l ଏହି ଜିନିଷର କମି କାରଣରୁ ଲୋକମାନେ ଏହାକୁ ଅଧିକ ମୂଲ୍ୟ ଦେଇ କିଣନ୍ତି l

Show More

Related Articles

Back to top button