ଓଡ଼ିଆ ଗଳ୍ପସ୍ୱତନ୍ତ୍ର

ମୁଁ ପଇସା

??? ମୁଁ କେବଳ ମୁଁ ??? ମୁଁ ପଇସା

ମୁଁ ପଇସା,
ମୋ ପାଇଁ ସାରା ଜଗତ ଆଗେଇ ଚାଲିଛି..
ମୋ ପାଇଁ ସ୍ୱୋପ୍ନ କିଣା ବିକା ଚାଲିଛି…
ଦୁନିଆର ସବୁଠୁ କଠିନ ପ୍ରଶ୍ନ ମୁଁ ,
ଏବଂ ଉତ୍ତର ବି ମୁଁ….

ମୁଁ କେବଳ ମୁଁ

ସ୍କୁଲ ରେ ଦେଲେ – ଫିସ୍
ମନ୍ଦିର ରେ ଦେଲେ- ଦକ୍ଷିଣା
ବାହାଘର ରେ ଦେଲେ- ଜୌତୁକ
ଛାଡପତ୍ର ରେ ଦେଲେ- ଗୁଜୁରା ଭତ୍ତା
ତମେ ଜାହାକୁ ଦଉଚ- କରଜ
ଅଦାଲତ ରେ ଦେଲେ- ଜୋରିମନା
ସରକାର ନେଲେ- କର
ସେବା ନିବୃତ ହେଲେ- ପେନସନ୍
ଅପହରଣ କଲେ – ଫିରୋତି
ହୋଟେଲ ରେ ଦେଲେ- ଟିପ୍
ବ୍ୟାଙ୍କରୁ ଉଧାରି ନେଲେ- ଋଣ
ଶ୍ରମିକ ମାନଙ୍କ ପାଇଁ- ବେତନ
ମୁଲ ଲାଗୁଥିବା ଲୋକ କୁ- ମଜୁରି
ସତ୍ୟକୁ ଲୁଚାଇବା ପାଇଁ- ଲାଞ୍ଚ
ମତେ ଦେଲେ- ଗିଫ୍ଟ

ମୁଁ ପଇସା ;
ମଲା ପରେ ତମେ ମତେ ଉପରକୁ ନେଇପାରିବନି,
ହେଲେ ମୁଁ ତୁମକୁ ବଞ୍ଚିଥିବା ଅବସ୍ତାରେ ଉପରକୁ ପଠାଇ
ପାରିବି…

ମୁଁ ପଇସା ;
ମୁଁ ଭଗବାନ ନୁହେଁ ହେଲେ ଦୁନିଆ ମତେ
ଭଗବାନ ଠାରୁ ଅଧିକା ବିସ୍ୱାସ କରେ…

ମୁଁ ପଇସା ;
ମତେ ତମେ ପସନ୍ଦ କର, ହେଲେ ଏତେ ପସନ୍ଦ କରନି ଜେ, ସମାଜ ତୁମକୁ ଅପସନ୍ଦ କରୁ…

ମୁଁ ପଇସା ;
ମୋ ଅବସ୍ତା ଲୁଣ ପରି; ଜାହା ଜରୁରି ତ ଅଟେ
ହେଲେ ଆବଶ୍ୟକ ଠାରୁ ଅଧିକ ହେଲେ,
ପୁରା ସ୍ୱାଦ ବିଗାଡି ଦିଏ…..

ମୁଁ ପଇସା;
ମୁଁ ଗୋଟେ କାଗଜର ଟୁକୁଡା, ହେଲେ ମୁଁ
ନିର୍ଦ୍ଧାରିତ କରେ କି ସମାଜ ତୁମକୁ କେତେ ଇଜ୍ଜତ କରେ.

ମୁଁ ପଇସା ;
ମୁଁ ତୁମ ପାଖେ ଅଛି, ତେଣୁ ତୁମର
ମୁଁ ତୁମ ପାଖେ ନାହିଁ, ତୁମର ନୁହେଁ
ହେଲେ ଜଦି ମୁଁ ତୁମ ପାଖେ ଅଛି,
ତାହାଲେ ସବୁକିଛି ଆପଣଙ୍କ ପାଖେ ଅଛି…

ମୁଁ ପଇସା ;
ମୁଁ ନୁଆ ନୁଆ ସଂମ୍ପର୍କ ଜୋଡିଥାଏ,
ହେଲେ ପୁରୁଣା ସଂମ୍ପର୍କ କୁ ବିଗାଡି ଦିଏ…

ମୁଁ ପଇସା ;
ଦୁନିଆର କଳି,ଝଗଡା, ମାରା ପିଟା,ଚୋରି,
ଡ଼କାୟତି,ଅପହରଣ,ଜନ୍ମ,ମୃତ୍ୟୁ,ଦୁଖଃ,ସୁଖରେ ଚେର ମୁଁ

ହେଲେ କେଜାଣି କାହିଁକି ସାରା ଦୁନିଆ ମୋ ପଛେ
ପାଗଳଙ୍କ ଭଳି ଦୌଡ଼ୁଚି…..

??? ମୁଁ କେବଳ ମୁଁ ??? ମୁଁ ପଇସା

Show More

Related Articles

Back to top button