Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ମଣିପୁରରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଇମ୍ଫାଲ: ମଣିପୁରରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ସୁରକ୍ଷବଳ ପକ୍ଷରୁ ତଲାସୀ ଅଭିଯାନ ସମୟରେ ଏହି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।
ଇମ୍ଫାଲ ପଶ୍ଚିମର ସମ୍ବିରୋକ୍ ହିଲ୍ ରେଞ୍ଜରୁ ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ 8ଟି ଏସଇ ଗ୍ରେନେଡ୍,10 ଟ୍ୟୁବ ଲଞ୍ଚିଙ୍ଗ ରହିଛି । ଏହା ସହିତ ଗୋଟିଏ ଏମ16 ରାଇଫଲ୍, ଏକ ସିଙ୍ଗଲ ବ୍ୟାରେଲ୍ ଗନ୍, ଗୋଟିଏ 9 ଏମଏମ ପିସ୍ତଲ, ଗୋଟିଏ ପ୍ବାଇଣ୍ଟ ଟୁଟୁ ପିସ୍ତଲ, ମାଗାଜିନ, ଚାଇନିଜ ହ୍ୟାଣ୍ଡ ଗ୍ରେନେଡ୍,ସାତଟି 7.62 ଗୋଳା ବାରୁଦ, 16 ଏକେ ରାଇଫଲର କାରତୁସ, 8ଇନସାସ୍ ଗୁଳି ଜବତ କରାଯାଇଛି । ତେବେ ଏହି ମାମଲାରେ କାହାରିକୁ ଗିରଫ କରାଯାଇନାହିଁ ।

Show More

Related Articles

Back to top button