ଜୀବନଚର୍ଯ୍ୟା

ଘରର ଉତ୍ତର ପୂର୍ବ ଦିଗରେ ରଖନ୍ତୁ ନାହିଁ ଏହି ଜିନିଷ, ଧନ ଆସିବାରେ ହୋଇପାରେ ବାଧକ

ବାସ୍ତୁ ଶାସ୍ତ୍ର ନିୟମକୁ ଧ୍ୟାନରେ ରଖିବା ପରେ ଦେଖାଯାଇଥାଏ ଯେ ଘରେ ବାସ୍ତୁ ଦୋଷ ଉତ୍ପନ ହୋଇଥାଏ l ଯେଉଁ କାରଣରୁ ଘରର ସଦସ୍ୟ ମାନେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହୁଅନ୍ତି l ଆର୍ଥିକ ଉନ୍ନତି ପ୍ରାପ୍ତ କରିବା ପ୍ରତେକ ବ୍ୟକ୍ତଙ୍କ ଜୀବନର ମୁଖ୍ୟ ଉଦେଶ୍ୟ ହୋଇଥାଏ l ଯଦି ଆପଣ ଘରର ଉତର ପୂର୍ବ ଦିଗରେ ଅଳିଆ ଆବର୍ଜନା କରିବେ ତେବେ ଆପଣଙ୍କ ଘରକୁ ଧନ ସମ୍ପଦ ଆସିବାରେ ଅସୁବିଧା ଦେଖା ଦେବ

ସାଧାରଣତଃ ଆମେ ପୁରାଣ ଓ ବିଭିନ୍ନ ପ୍ରକାରର ଐଶରୀୟ ଶକ୍ତି ଉପରେ ବିଶ୍ୱାସ କରିଥାଉ l ତେଣୁ ଘରର ଉତର ପୂର୍ବ ଦିଗକୁ କୁବେରଙ୍କ ସ୍ଥାନ ଭାବରେ ଗ୍ରହଣ କରାଯାଏ l ତେଣୁକରି ଅଧିକାଂଶ ଘରେ ଏହି ଦିଗରେ ଷ୍ଟୋର ରୁମ ତିଆରି କରାଯାଏ ,ତା ସହିତ ଦେଖିବାକୁ ମିଳିଥାଏ ଯେ ଜୋତା ଚପଲ ସହିତ ଘରେ ବ୍ୟବହାର ହେଉ ନଥିବା ଜିନିଷକୁ ମଧ୍ୟ ସେଠାରେ ରଖାଯାଇଥାଏ l ଏପରି କରିବା ଦ୍ୱାରା ଘରର ଆର୍ଥିକ ସ୍ଥିତି ଉପରେ ଖରାପ ପ୍ରଭାବ ପଡିବ ସହିତ ଧନର ଆଗମନ ହେବ ପାଇଁ ବାଧା ଦେଇଥାଏ l ଏଥିପାଇଁ ଉତର ପୂର୍ବ ଦିଗରେ ଏହି ଭଳି କୌଣସି ଜିନିଷ ରଖନ୍ତୁ ନାହିଁ l ଯେବେକି ଏହି ସ୍ଥାନରେ ପୂଜା ପାଠ ସହିତ ଯୋଡି ହୋଇଥିବା ଜିନିଷକୁ ରଃ ଆଖିବ ଆବଶ୍ୟକ l

ଉତ୍ତର ପୂର୍ବ ଦିଗରେ କେଉଁ ଜିନିଷ ରଖିବେ –

ବାସ୍ତୁ ନିୟମ ଅନୁସାରେ ଉତର ପୂର୍ବ ଦିଗରେ ପୂଜା ଘର କରିବା ଉଚିତ l ଉତ୍ତର ପୂର୍ବ ଦିଗରେ ଯଦି ଆପଣ ସୀଢୀ ଘର ତିଆରି କରିବେ ତେବେ ଘରେ ବାସ୍ତୁ ଦୋଷ ଦେଖାଦେବ l ବାସୁଁ ଅନୁସାରେ ଉତର ପୂବ ଦିଗରେ ସର୍ବଦା ଗୋଟିଏ କଳସରେ ପାଣି ଭାରି ସ୍ଥାପନ କରିବା ଆବଶ୍ୟକ ,କାରଣ କୁବେରଙ୍କ ପାଇଁ ଏହି ପାଣି କଳସଟି ସମର୍ପଣ କରାଯାଇଥାଏ l ତା ଯୋଗୁ ଘରକୁ ଧନ ଆସିବାକୁ ଲାଗେ l ଧନର ଆଗମନ ପାଇଁ ଏହି ସ୍ଥାନଟିକୁ ଖାଲି ରଖିବା ଉଚିତ l ଏହି ସ୍ଥାନ ଉପରେ କୌଣସି ଉଚ ପ୍ରସାଦର ଛାଇ ପଡିବ ଦ୍ୱାରା ଘରକୁ ଧନ ସମ୍ପ୍ରତି ଆସି ନଥାଏ l ବାସ୍ତୁ ଅନୁସାରେ ଘରର ଉତର ପୂର୍ବ ଦିଗରେ ଯଦି ଶୌଚାଳୟ କରାଯାଇଛି ତେବେ ଘରକୁ ନକରତ୍ମକ ଶକ୍ତି ମାନଙ୍କର ଆଗମନ ହୋଇଥାଏ l ସେଥିପାଇଁ ଆପଣ ବିଶେଷ ଧ୍ୟାନ ଦେବେ l

Show More

Related Articles

Back to top button