Breaking PLUSଓଡ଼ିଶାମୁଖ୍ୟ ଖବର

ହୀରାକୁଦ ଝାଡାବାନ୍ତିରେ ଆଉଜଣଙ୍କର ମୃତ୍ୟୁ

ଭୁବନେଶ୍ୱର/ହୀରାକୁଦ- ହୀରାକୁଦ ଝାଡାବାନ୍ତି ଘଟଣା । ପୁଣି ଜଣେ ଝାଡାବାନ୍ତିରେ ମୃତ୍ୟ ବରଣ କରିଛନ୍ତି । ମୃତ ମହିଳା ଜଣକ ହେଲେ ଯମୁନା ବେହେରା । ସେ ନ୍ୟୁ ମାର୍କେଟ ପଡାର ବୋଲି ଜଣାପଡିଛି । ବୁର୍ଲା ଭିମସାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି । ଏହାକୁ ନେଇ ଝାଡାବାନ୍ତିରେ ମୃତ୍ୟୁ ସଂଖ୍ୟା ୩ ଛୁଇଁଛି । ଅନ୍ୟପଟେ ୧୯୦ ଡେଇଁଛି ଆକ୍ରାନ୍ତ ସଂଖ୍ୟା ।

Show More

Related Articles

Back to top button