Breaking PLUSଓଡ଼ିଶାମୁଖ୍ୟ ଖବର

୩୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର/ଜଳେଶ୍ବର- ୩୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି । ଜଳେଶ୍ବର ପୋଲିସ ଝାଡେଶ୍ୱର ପୁର ଅଞ୍ଚଳରୁ ଯୁବକଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଯୁବକଙ୍କ ଠାରୁ ୩୦୦ଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନ ସୁଗାର ଜବତ ହୋଇଛି । ଜଳେଶ୍ବରରୁ ଅନ୍ୟତ୍ର ଚାଲାଣ ସମୟରେ ମାଡିବସିଲା ପୋଲିସ ।

Show More

Related Articles

Back to top button