Breaking PLUSଦେଶମୁଖ୍ୟ ଖବର

ସୁପ୍ରିମକୋର୍ଟରେ ପହଞ୍ଚିଲା ହେମନ୍ତ ସୋରେନଙ୍କ ଗିରଫଦାରି ମାମଲା, କାଲି ଶୁଣାଣି

ନୂଆଦିଲ୍ଲୀ, 1 ଫେବୃଆରୀ – ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗିରଫଦାରି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ବରିଷ୍ଠ ଆଇନଜୀବୀ କପିଲ ସିବଲ ଓ ଅଭିଷେକ ମନୁ ସିଂଘଭି ହେମନ୍ତ ସୋରେନଙ୍କ ଗିରଫଦାରି ମାମଲାକୁ ସୁପ୍ରିମକୋର୍ଟ ଆଣିଛନ୍ତି । ଉଭୟ ଓକିଲ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ସମ୍ମୁଖରେ ମାମଲାକୁ ରଖି ତୁରନ୍ତ ଶୁଣାଣି ପାଇଁ ଦାବି କରିଛନ୍ତି । ଏହାପରେ ଆସନ୍ତାକାଲି ଫେବୃୟାରୀ 2ରେ ମାମଲାର ଶୁଣାଣି ହେବ ।

Show More

Related Articles

Back to top button