Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତା ଦୁଇ ଦିନ ରାଜ୍ୟରେ ପ୍ରବଳ କୁହୁଡି ଆଶଙ୍କା, ସତର୍କ କରାଇଲା ପାଣିପାଗ ବିଭାଗ

ରାଜ୍ୟରେ ଦିନକୁ ଦିନ ବଢୁଛି ଶୀତର ପ୍ରଭାବ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ହୋଇଥିବା ଦେଖିବାକୁ ମିଳିଛି । ଅଧିକାଂଶ ଅଞ୍ଚଳରେ ଘନ କୁହୁଡି ଅନୁଭୂତ ହେଉଛି । ତାପମାତ୍ରା କମୁଥିବା ଯୋଗୁ ରାଜ୍ୟରେ ଶୀତ ବଢିଥିବା ବେଳେ ଏବେ କୁହୁଡି ଦେଖିବାକୁ ମିଳିଛି ।

ଆଜି ବି ଭୁବନେଶ୍ୱର ଓ କଟକରେ ପ୍ରବଳ କୁହୁଡି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସକାଳୁ କୁହୁଡି ପରିମାଣ ଏତେ ରହୁଛି ଯେ ରାସ୍ତା ଘାଟ ଠିକ୍ ଭାବେ ଦୃଶ୍ୟମାନ ହୋଇ ପାରୁନାହିଁ । ବିଶେଷକରି ଜାତୀୟ ରାଜପଥରେ ଗାଡି ଚଳାଚଳରେ ବାଧା ସୃଷ୍ଟି ହେଉଛି । ରାଜ୍ୟରେ ୧୨ଟି ଜିଲ୍ଲାରେ କୁହୁଡି ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Show More

Related Articles

Back to top button