ସ୍ୱାସ୍ଥ୍ୟ
ହୃଦ୍ରୋଗ ପାଇଁ ଅଖରୋଟ ମହୋଷାଦି
ଅଖରୋଟରେ ପ୍ରଚୁର ପରିମାଣରେ ଅଂଶେଚୁରେଟେଡ଼ ଫ୍ୟାଟ ଅଛି l ଯାହାକି ବ୍ଲଡ଼ପ୍ରେସର କୁ ସନ୍ତୁଳିତ ରଖି ହୃଦରୋଗ ଜନିତ ରୋଗରୁ ଦୂରେଇ ରଖେ

ପ୍ରତେକଦିନ ୬୦ ରୁ ୮୦ ଗ୍ରାମ ଅଖରୋଟ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି lଅଖରୋଟ ନ୍ୟୁଟ୍ରିସନ ରେ ଭରପୁର ଅଟେ ,ଯଦି ଆମେ ଏହାକୁ ପ୍ରତ୍ୟକଦିନ ଖାଦ୍ୟ ପ୍ରଣାଳୀରେ ସାମିଲ କରିବା ତେବେ ସୁସ୍ଥ ରହିବା l ଅଖରୋଟରେ ପ୍ରୋଟିନ ଓ ଫ୍ୟାଟ ଅଛି ଯାହାକି ଆମ ଶରୀରକୁ କ୍ୟାଲ୍ସିଅମ ଓ ଆଇରନ ଯୋଗାଇଥାଏଲା l

ଖାଦ୍ୟ ବିଶୋଧାନକାରି ଙ୍କ ମତରେ ଅଖରୋଟ ସ୍ୱାସ୍ଥ୍ୟ ସମ୍ବଧୀୟ କିଛି ରୋଗକୁ ସମୂଳେ ସଫାକରିଦିଏ l ୨୦୧୯ ମସିହାରେ ପେଶିଲେବିଣ୍ଣିଆ ଷ୍ଟେଟ ୟୁନିଭେର୍ସିଟି ର କିଛି ଖାଦ୍ୟ ବିଶୋଧନକାରୀ ଅଖରୋଟକୁ ନେଇ ଗବେଷଣା କରିଥିଲେ lଏହି ଗବେଷଣା ରେ କିଛି ଲୋକଙ୍କୁ ଶେଚୁରେଟେଡ଼ ଫ୍ୟାଟ ପରିବର୍ତ୍ତେ ଅଖରୋଟ ଖାଇବାକୁ ଦିଆଯାଇଥିଲା ,ସେହି ଲୋକମାନେ ସୁସ୍ଥ ମିଳିଥିଲେ l