Breaking PLUSଦେଶମୁଖ୍ୟ ଖବର

ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଳନୀର ଉଦଘାଟନ କରିବେ ପିଏମ ମୋଦି

ମୋଦିଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି, କାର୍ଯ୍ୟକ୍ରମ ସ୍ଥଳ ଓ ଆଖପାଖ ଅଞ୍ଚଳରେ ଡ୍ରୋନ ଚଳାଚଳ ଉପରେ ପ୍ରତିବନ୍ଧକ

ଡେରାଡୁନ, 6 ଡିସେମ୍ବର – ଡିସେମ୍ବର 8 ତାରିଖରେ ଏଫଆରଆଇରେ ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଳନୀର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଏଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭିଭିଆଇପି ରୁଟ୍ ଓ କାର୍ଯ୍ୟକ୍ରମ ସ୍ଥଳରେ ତ୍ରୁଟିଶୂନ୍ୟ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ କାର୍ଯ୍ୟକ୍ରମ ସ୍ଥଳ ଓ ଏହାର ଆଖପାଖ ଅଞ୍ଚଳରେ ଡ୍ରୋନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ ରହିଛି ।
ଡେରାଡୁନର ଏଫଆରଆଇରେ ଦୁଇ ଦିବସୀୟ ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି ।

Show More

Related Articles

Back to top button