Breaking PLUSଦେଶ ବିଦେଶମୁଖ୍ୟ ଖବର

ବିଶ୍ୱରେ ଜାରି ରହିଛି କରୋନା ଆତଙ୍କ, ୧୩ କୋଟି ୭୯ ଲକ୍ଷ ୯୯ ହଜାର ୧୨୬ରେ ପହଁଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା

କରୋନା ଭାଇରସ୍ ମହାମାରୀ ଯୋଗୁଁ ବିଶ୍ୱର ସମସ୍ତ ରାଷ୍ଟ୍ରବାସୀଙ୍କ ଚିନ୍ତା ବଢ଼ିଛି । ଆଜି ପର୍ଯ୍ୟନ୍ତ ୧୩ କୋଟି ୭୯ ଲକ୍ଷ ୯୯ ହଜାର ୧୨୬ ଜଣ ଲୋକ କରୋନା ଭାଇସରରେ ସଂକ୍ରମିତ ହୋଇସାରିଥିବା ବେଳେ ୨୯ ଲକ୍ଷ ୭୧ ହଜାର ୯୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।

କରୋନା ଭାଇରସ୍ ମହାମାରୀ ଯୋଗୁଁ ବିଶ୍ୱର ସମସ୍ତ ରାଷ୍ଟ୍ରବାସୀଙ୍କ ଚିନ୍ତା ବଢ଼ିଛି । ଆଜି ପର୍ଯ୍ୟନ୍ତ ୧୩ କୋଟି ୭୯ ଲକ୍ଷ ୯୯ ହଜାର ୧୨୬ ଜଣ ଲୋକ କରୋନା ଭାଇସରରେ ସଂକ୍ରମିତ ହୋଇସାରିଥିବା ବେଳେ ୨୯ ଲକ୍ଷ ୭୧ ହଜାର ୯୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୧ କୋଟି ୧୦ ଲକ୍ଷ ୨୦ ହଜାର ୬୭୮ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୪୦ ଲକ୍ଷ ୭ ହଜାର ୩୫୬ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୧ ଲକ୍ଷ ୪ ହଜାର ୭୪୫ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଆମେରିକାରେ ଆଜି ସକାଳ ୬ଟା ସୁଦ୍ଧା ୩ କୋଟି ୨୦ ଲକ୍ଷ ୬୮ ହଜାର ୪୪୮କୁ ବୃଦ୍ଧି ପାଇଛି । ଦେଶରେ ୫ ଲକ୍ଷ ୭୭ ହଜାର ୧୬୬ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୪୬ ଲକ୍ଷ ୨୩ ହଜାର ୧୨୪ ଲୋକ ସୁସ୍ଥ ହୋଇଥିବା ବେଳେ ୬୮ ଲକ୍ଷ ୬୮ ହଜାର ୧୫୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୯ ହଜାର ୪୩୦ ଜଣ ଗୁରୁତର ଅଛନ୍ତି ।

Show More

Related Articles

Back to top button