Breaking PLUSଦେଶ ବିଦେଶମୁଖ୍ୟ ଖବର

ଫ୍ରାନ୍ସରେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା

ଫ୍ରାନ୍ସରେ କରୋନାର ତୃତୀୟ ଲହର ଜାରି ରହିଛି। ଏହାକୁ ଦୃଷ୍ଟିରେ ସରକାର ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଦେଶବ୍ୟାପୀ ଲକ୍‌ଡାଉନ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି

ଫ୍ରାନ୍ସରେ କରୋନାର ତୃତୀୟ ଲହର ଜାରି ରହିଛି। ଏହାକୁ ଦୃଷ୍ଟିରେ ସରକାର ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଦେଶବ୍ୟାପୀ ଲକ୍‌ଡାଉନ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ -୧୯ ସଂକ୍ରମଣର ବ୍ୟାପୁ ଥିବାରୁ ସ୍କୁଲଗୁଡ଼ିକୁ ତିନି ସପ୍ତାହ ପର୍ଯ୍ୟନ୍ତ ବନ୍ଦ କରାଯିବା ଉଚିତ, ନଚେତ୍‌ ଡାକ୍ତରଖାନାରେ ଆଉ ଯାଗା ମିଳିବ ନାହିଁି। ଯଦି ଆମେ ଏବେ ଠୋସ ପଦକ୍ଷେପ ଗ୍ରହଣ କରିବୁ ନାହିଁ ତେବେ ଆମେ କରୋନା ଉପରେ ନିୟନ୍ତ୍ରଣ ହରାଇବୁ ବୋଲି ରାଷ୍ଟ୍ରପତି କହିଛନ୍ତି।

Show More

Related Articles

Back to top button