Breaking PLUSଦେଶ ବିଦେଶମୁଖ୍ୟ ଖବର

ଜାତିସଂଘ ପୂର୍ବତନ ଅଧିକାରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ମିଳିତ ଜାତିସଂଘର ଜଣେ ପୂର୍ବତନ ଅଧିକାରୀଙ୍କ ବିରୋଧରେ ଆସିଛି ଗୁରୁତର ଅଭିଯୋଗ। ଅଧିକାରୀ ଜଣକ ଡ୍ରଗ୍ସ ଏବଂ ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ଆସିଛି ।

ନୂଆଦିଲ୍ଲୀ : ମିଳିତ ଜାତିସଂଘର ଜଣେ ପୂର୍ବତନ ଅଧିକାରୀଙ୍କ ବିରୋଧରେ ଆସିଛି ଗୁରୁତର ଅଭିଯୋଗ। ଅଧିକାରୀ ଜଣକ ଡ୍ରଗ୍ସ ଏବଂ ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ଆସିଛି । ସେ ଇରାକରେ ଟେଲିକମ୍ ବିଶେଷଜ୍ଞ ଭାବରେ କାର୍ଯ୍ୟ କରୁଥିଲେ। ଉକ୍ତ ବ୍ୟକ୍ତି ଜଣକ କରିମ୍ ଏଲକୋରାନୀଙ୍କୁ ବୁଧବାର ଫେଡେରାଲ୍ ଆଇନ ପ୍ରବର୍ତ୍ତନକାରୀ ଏଜେଣ୍ଟମାନଙ୍କୁ ମିଥ୍ୟା ବିବୃତ୍ତି ଦେବା ଅଭିଯୋଗରେ ଗିରଫ କରାଯାଇଛି।

Show More

Related Articles

Back to top button